Hot Posts

6/recent/ticker-posts

ହର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ତ୍ରିରଙ୍ଗା ଶୋଭା ଯାତ୍ରା ଓ ବାଇକ ରାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ଭବାନୀପାଟଣା ଗସ୍ତ ରେ ତ୍ରିରଙ୍ଗା ଶୋଭାଯାତ୍ରା ।

ଭବାନୀପାଟଣା, ୧୦ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ପ୍ରତିଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ,ଭବାନୀପାଟଣା ସହରରେ ତ୍ରିରଙ୍ଗା ରାଲି ରେ ଭାଗନେଲେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,କଳାହାଣ୍ଡି ଭବାନୀପାଟଣାରେ ବିଜେପି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ହର ଘର ତ୍ରିରଙ୍ଗା ଯାତ୍ରା ଆହ୍ୱାନ । ତ୍ରିରଙ୍ଗା ଶୋଭାଯାତ୍ରା ନକଟିଗୁଡା ସ୍ଥିତ ବାବାସାହେବଙ୍କ ପ୍ରତିମୁର୍ତ୍ତି ଠାରେ ମାଲ୍ୟାର୍ପଣ ପରେ ବାହାରି ସହର ପରିକ୍ରମା କରିବାପରେ ସ୍ଥାନୀୟ ସର୍କିଟ ହାଉସ ରେ ସଲାମୀ ଦିଆଯାଇଥିଲା। ବାଇକ ରାଲିରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ,ନେତୃବୃନ୍ଦ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ଙ୍କ ସହ ସମିକ୍ଷା ବୈଠକରେ ଭାଗ ନେଇଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ