ଜୟପୁର ଘାଟିରେ ବୋଲୋର ଦୂର୍ଘଟଣା, ବ୍ରେକ ଫେଲ ଯୋଗୁଁ ଓଲଟି ପଡ଼ିଲା ବୋଲେରୋ
ଜୟପୁର,୨୪ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜାତିୟ ରାଜପଥ ଘାଟି ହେଇ ଥିବା ହେତୁ ପ୍ରାୟ ସବୁବେଳେ ଦୂର୍ଘଟଣା ହେଇଥାଏ । ଆଜି ସଂଦ୍ଧ୍ଯ ପ୍ରାୟ ୭ ୩୦ମିନିଟ ପାଖା ପାଖି ରେ ଜୟପୁର ଠାରୁ ଦୃତ ଗତିରେ ଗୋଟିଏ ବଲୋକ OR18 B4808 ଆସୁଥିବା ସମୟରେ କୋରାପୁଟ ।RB ନିକଟ ବିଲାଘାଟି ବୁଲାଣି ରେ ରାସ୍ତା ପାର୍ସରେ ଥିବା ବେରି କେଟଧକାଦେଇ ଗର୍ତ ରେ ଓଲଟି ଯାଇଛି।ଏଥିରେ କାହାର ଆଘାତ କି କ୍ଷତି ହୋଇନାହିଁ । ଡ୍ରାଇଭର ବଳରାମ ହନ୍ତାଳ ଗାଡି, ଟି ନନ୍ଦପୁର ର ଓ ମାଲିକ ନାମ ତ୍ରିନାଥ ପୂଜାରି ତ୍ରାଇଭର ଙ୍କ କହିବା ଅନୁଯାଇ ଗାଡ଼ିଟି ଜୟପୁର ଠାରୁ ନନ୍ଦପୁର ଅଭିମୂଖେ ବୋଲର ଟି ପାଞ୍ଚଜଣଙ୍କୁ ଧରି ଆସୁଥିବା ସମୟରେ ବ୍ରେକ୍ ଫେଲ ହୋଇଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଗାଡ଼ିରେ ଡ୍ରାଇ କୁ ଛାଡ଼ିଦେଲେ ସେହି ଗାଡ଼ିରେ ଓ ଆଖପାଖରେ କେହିନଥିଲେ . ଡ୍ରାଇଭର ଙ୍କ କହିବା ଅନୁଯାଇ ଗାଡ଼ିଟି ଓଲଟିବା ସମୟରେ ଡ୍ରାଇଭର ଚେତା ସୁନ୍ୟ ହୋଇପଡ଼ିଥିଲେ ..l ଡ୍ରାଇଭରଙ୍କ କହିବା ଅନୁସାରେ ବହୁ ଖଜା.ଖଜି କରାଗଲା ପର ଗାଡ଼ିମଧ୍ୟରେ ଗୋଟିଏ ଝିଅ ପିଲାଙ୍କ ଚପଲ ଦେଖା ଯାଇଥିଲା ।ଅଦ୍ଧାର ହେଇଥ୍ୱବାସମୟରେ ..କିଛି ଜଣାପଡୁନଥିଲା । ଡ୍ରାଇଭରକୁ ଉଦ୍ଦାର କରି ଅଳ୍ପ ବହୃଥିବା ହେତୁ ମେଡି ପଠାଗଲା ବାକି ରହିଲା ଡ୍ରାଇଭର ସତକ ହୁଛି ନା ମିଛ କହୁଛି ..ପ୍ରକୃତ ଗାଡିରେ କେତେ ଜଣ ଥିଲେ ଜଦି ପାଞ୍ଚଜଣ ଥିଲେ ପାଞ୍ଚ ଜଣ କୁଆଡ଼େ ଗଲେ ..ଦେଖିବାକୁ ବାକି ରହିଲା .. ଡ୍ରାଇଭର ..ସୁସ୍ତ ହୋଇଆସଲା ପରେ . ସବୁ ଜଣାପଡିବ ।
ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ.(ନବଦୂତ ନ୍ଯୁଜ)