ସପ୍ତମ ଦିନକୁ ପହଞ୍ଚିଲା ସୁନାବେଡ଼ାରେ କଲମଛାଡ଼ ଆନ୍ଦୋଳନ
ସୁନାବେଡ଼ା, ୨୪ / ୦୮ ( ସୁମତି ଟାକ୍ରୀ ) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରି ସଂଘ୍ ର ଆହ୍ବାନ କ୍ରମେ ସୁନାବେଡ଼ା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୁନାବେଡା ର ଅଧ୍ୟାପକ ଓ କର୍ମଚାରୀମାନ ଙ୍କ କଲମ ଛଆଡ ଆଧ ଲନ ସପ୍ତମ ଦିନ ରେ ପହଞ୍ଚିଲ 2008ରୁ 2018ମସିହା ମଧରେ ପରିଚାଳନା କମିଟି ଦରା ନିଯୁକୁ ଏହି ଅଧ୍ୟାପିକା ଓ କର୍ମ ଚା ରୀ ମାନେ କମ ପରିଶ୍ରମିକ୍ ରେ ଶିକ୍ଷା ଦାନ୍ ସହିତ ସମସ୍ତ କାଯୀ କରି ଆସୁଛନ୍ତି। ହେଲେ ସରକାର ସେମା ଙ୍କ ଦବିଶୁଣ୍ନୁ ନାହାନ୍ତି କି ଅନୁଦାନ ଦେଉନାହାନ୍ତି ଏହାକୁ ପ୍ରା ତି ବାଦରେ ଗ ତ 16ତାରିଖ ରେ 4ହଜାର ରୁ ଅଧିକ ଅଧ୍ୟାପିକା ଓ କର୍ମ ଚାରୀ ଭୁବନେଶ୍ୱର ରେ ଗାନ୍ଦୀମର୍ଗ ରେ ଅନ୍ଦଲନ କରୁଛନ୍ତି। ହେଲେ ଦାବି ଶୁଣୁ ନାହାନ୍ତି। ତେଣୁ ଗତ ଅଗଷ୍ଟ 18ତାରିଖ ରୁ 488ଓ 662ବର୍ଗ ର ଅଧ୍ୟାପ କ ଓ କର୍ମ ଚାରୀ କଲମ ଛା ଡ୍ ଆନ୍ଦୋଳନ କରି ନିଜ ନିଜ ଉଚ୍ଚ ମାଧୟମିକ ବିଦ୍ୟାଳୟ ଫାଟ କ ସମୁଖ ରେ ଦାର ନରେ ବସିଛନ୍ତି। ସେହି ଧାରନା କୁ ଆମେ ଦେଖିବା କୁ ପାଇଲୁ ସୁନାବେଡା ମହିଳା ଉଚ୍ଚ ମା ଧ୍ୟାମିକ ବିଦ୍ୟାଳୟ ର ଫାଟକ ସମୁଖି ଅଧ୍ୟାପକ ଓ କର୍ମଚାରୀ ମାନେ ଆନ୍ଦୋଳନ ରେ ବସିଛ ନ୍ତି । ଆନ୍ଦୋଳନ ଯୋଗୁଁ ଛାତ୍ରୀ ମାନେଙ୍କ ପାଠ ପଢ଼ା ରେ ବାଧା ପ୍ରାପ୍ତ ହେଉଛି