କଳାହାଣ୍ଡି ମାଟି ପାଇଁ ଗର୍ବ ଏବଂ ଗୌରବ
କଳାହାଣ୍ଡି, ୦୬ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ୍ ର ନାସିଗାଁ ନିବାସୀ ତଥା ଭୁବନେଶ୍ୱର କିସ୍ ଶିକ୍ଷାନୁଷ୍ଠାନ ର ଯୁକ୍ତ ତିନ ଛାତ୍ରୀ ରିତୁ ମାଝି ଭାରତୀୟ ରଗବି ଦଳରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି I ଏସିଆର ରଗବି ଏମିରେଟ୍ସ ୟୁ୨୦ ରଗବି ୭ଏସ୍ ଚ୍ୟାମ୍ପିଅନଶିପ୍ ୨୦୨୫ ପାଇଁ ମନୋନୀତ ହୋଇଛନ୍ତି I ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ସୂଭେଚ୍ଛା I