Hot Posts

6/recent/ticker-posts

ଖଜୁରୀପଡା ହନୁମାନ ମନ୍ଦିରର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଖଜୁରୀପଡା,  ୧୪/୮(ଅଚ୍ୟୁତ ଯାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ସଦରମହକୁମା ଠାରେ ଥିବା ହନୁମାନ ମନ୍ଦିର ନିକଟରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖଜୁରୀପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ଜଗନ୍ନାଥ ମାଝୀ,ସାସଂଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ସ୍ୱାସ୍ଥ୍ୟବିଭାଗ ପ୍ରତିନିଧି ରାଈ କିଶୋର ପ୍ରଧାନ, ଖଜୁରୀପଡା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏଥିରେ ବିଜୟ ସେଠୀ, ମନୋଜ ସେଠୀ, ରୋହିତ ପ୍ରଧାନ,ବିଜୟ ସାହୁ, ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।