ରାୟଗଡା ରେ ନନ୍ଦ ଉତ୍ସାବ ବଡ ଧୁମ ଧାମ ରେ ପାଳନ କରାଯାଇଛି
ରାୟଗଡ଼ା, ୧୬ / ୦୮ ( ଭି. ଗୌରି ଶଙ୍କର ରାଓ ) : ସାରା ଭାରତ ରେ ହିନ୍ଦୁ ଧର୍ମ ଜଗନ୍ନାଥ ସଂସ୍କୃତି ପରମ୍ପରା କଲା ବଜାଇ ରଖିଵା ପାଇଁ ନନ୍ଦ ଉତ୍ସାବ ବଜାଇ ରଖିଵା ପାଇଁ ଯେ ପରି ପାଳନ କରାଯାଇଛି, ସେହି ପରି ରାୟଗଡା ଜିଲ୍ଲା ରେ ମଧ୍ୟ ବଡ ଧୁମ ଧାମ ରେ ଉତ୍ସବ ପାଳନ କରା ଯାଇଛି l କ୍ରିଷ୍ଣା ବିହାରୀ ଯାଦବ ସଙ୍ଘ ପକ୍ଷ ରୁ ସ୍ଥାନୀୟ ଦୈନିକ ବଜାର ହନୁମାନ ମନ୍ଦିର ଠାରୁ ଏକ ଶୋଭା ଯାତ୍ରା ରେ ବାହାରି ଶଙ୍କିତର୍ଣ୍ଣ ପୂଜା ଘଣ୍ଟ ଘଣ୍ଟି ଢୋଲ ବଜାଇ ସ୍ଥାନୀୟ ଲୋକ ନୃତ୍ୟ ପରି ବେସଣ କରି କ୍ରିଷ୍ଣା ଭଗବନ ପ୍ରତି ମୂର୍ତ୍ତି କୁ ମେଲଣ କରି ଓବର ବ୍ରିଡ଼ଜ ଦେଇ ଭେଙ୍କଟସ୍ୱର ମନ୍ଦିର କୁ ନେଇ ଥିଲେ l ଭେଙ୍କଟ ସ୍ୱର ମଣ୍ଡପ ପ୍ରତିମୂର୍ତ୍ତି କୁ ସ୍ଥାପନ କରି ପୂଜା ଅର୍ଚନା କରି ଥିଲେ l ପୂଜା ଅର୍ଚନା ପରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇ ଥିଲା ସନ୍ଧ୍ୟା ପାଇଁ ସଂସ୍କୃତିକ କାର୍ଯ୍ୟ କର୍ମ କରା ଯାଇ ଥିଲା ଲ ୟେ ସମାରୋହ ରେ ରାୟଗଡା ର ଏମ ଏଲ ଏ ଶ୍ରୀଯୁକ୍ତ ଆପଲ ସ୍ୱାମୀ କାଡାରାକା. ପୂର୍ବତନ ଵାଚସ୍ପତି ଲାଲ ବିହାରୀ ହିମାରିକା. କମିଟି ମୁଖ୍ୟ ବାଙ୍ଗାରି ବାବୁ. ସଭାପତି ମୋବଲ ରାବନା. ସମ୍ପାଦକ ଇ ଅନିଲ କୁମାର. ଓ ପି କିଶୋର. ଏମ ବିଜୟ କୁମାର.ସେର ରାବନା ରାଓ. ପି ଚୈତନ୍ୟ ଉପସ୍ଥିତ ଥିଲେ
ରାୟଗଡା ରୁ ଵାଲା ଗୌରୀ ଶଙ୍କର ରାଓ