ସୁଭଦ୍ରା ରୁ ବାଦ ପଡ଼ିଥିବା ମହିଳା ମାଁ ମାନେ ଆଜି ମଦର ଟେରେସା ରୂପ ନେଇଛନ୍ତି
ଗାଇସିଲେଟ, ୧୮ / ୦୮ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବିଡିଓ ଶ୍ରୀ ଭୀଷ୍ମ ମାଝି ଅଫିସରେ କାର୍ଯ୍ୟରତ ଥିବା ସମୟରେ ଗାଇସିଲେଟ ଅଞ୍ଚଳ ରେ ସୁଭଦ୍ରା ଯୋଜନାର ରୁ ବାଦ ପଡିଥିବା ରୁ ଆଜି ଗାଇସିଲେଟ ବି ଡି ଓ ଅଫିସ ଆଗରେ ଧାରଣା ଦେଇଛନ୍ତି l କିନ୍ତୁ ବି ଡି ଓ ଶ୍ରୀ ଭୀଷ୍ମ ମାଝୀ ଙ୍କୁ ବୁଝିବାରୁ 1648 ମହିଳା ମାଁ ମାନଙ୍କ ର ନାଁ କଟି ଯାଇଛି ଓ ଭେରୀପେକେସନ ହେଲା ପରେ ଆଉ ତିନି ଜଣ ବାଦ ପଡ଼ିଥିବା ବି ଡି ଓ ସୂଚନା ଦେଇଛନ୍ତି l ପୁଣି ମହିଳାମାନେ ଯଦି ସୁଭଦ୍ରା ଟଙ୍କା ନ ପାଇଲେ ତେବେ ସରକାରୀ କାର୍ଯ୍ୟାଳୟ ସି ଡି ପି ଓ ଅଫିସ ଓ ବ୍ଲକ କାର୍ଯ୍ୟାଳୟ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବା ପାଇଁ ସେଚତାବନୀ ଦେଇଛନ୍ତି l ଯଦି 15 ଦିନ ମଧ୍ୟରେ ତିନି କିସ୍ତିର ସୁଭଦ୍ରା ଟଙ୍କା ନ ପାଇଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରାକୁ ଭାଙ୍ଗିବୁ ବୋଲି ବି ଡି ଓ ଙ୍କୁ ଦାବିପତ୍ର ଦେଇଛନ୍ତି l
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ