Hot Posts

6/recent/ticker-posts

ଜଣେ ବରିଷ୍ଟ ସାମ୍ବାଦିକ ଙ୍କ ମତ

ଆଜି ଆମ ଦେଶରେ ସାମ୍ବାଦିକ ସୁରକ୍ଷା ନାହିଁ କାରଣ ମୁଁ ସାମ୍ବାଦିକ ଗୁପ୍ତ ପ୍ରସାଦ ପତ୍ରିକା (ନବଦୂତ ନିୟୁଜ଼ ) ରିପୋଟର,  ସାରା ରାଜ୍ୟ ରେ ମଦମୃତ୍ୟୁ ଘଟୁଥିବା ବେଳେ .ଯୁବପିଢି ଏଥିରୁ ବାଦପଡିନାହାନ୍ତି ଜୟପୁର ସହରରେ.ଗଳି ,ଗଳି ଦେଶି ମଦ ବିଦେଶୀ ମଦ ବେଧଡକ ବିକ୍ରି ଚାଲୁଛି । ବିଶେଶତଃ ଅଧିକାଂଶ ମହିଳା ମାନେ ବିକ୍ରି କରୁଥିବା ନଜରକୁ ଆସିଛି ।ଆଜି ମୋର ଜଣେ ଭଉଣି ଙ୍କ ଗୃହକୁ ଜୟପୁର ଯାଇ ଥିବା ସମୟରେ ତାଙ୍କ ଘର ପାଖରେ କେତେକ ମଦ ବୋତଲ ପଡିଥିବା ଦେଖି ଫୋଟୋ ଉଠାଇବା ରୁ ଜଣେ ମହିଳା ଫଟକାହିଁକି ଉଠାଉଛ କହି ତାଙ୍କ କେହି ଜଣେ ସଂର୍ପକିୟ ପୁରୁଷ ବନ୍ଧୁଙ୍କୁ ଡ଼ାକି ମତେ.ର୍ଦୁବ୍ୟହାର କରିଲା ଓ ମିଥ୍ୟା ରେ ଆରୋପ କରି ଟଙ୍କା ମାଗୁଛ ମହିଳା କୁ ମିସବିହେବ କରୁଛ କହିଲା ଏଣୁ ଏହିପରି ସାମ୍ବାଦିକ ମାନଙ୍କୁ ଅପମାନ କରି କାହାକୁ ଭୟନ କରି ଏପରି ବ୍ଯବସାୟ ଚ଼ଳେଇ ଆସୁଛନ୍ତି । ଏମାନଙ୍କ ପ୍ରତି ସରକାର, ପୁଲିସ ପ୍ରସାସନ,ଅବକାରୀ ଦୃଷ୍ଟିଦେଲେ ଭଲ ହୁଅନ୍ତା ନ ହେଲେ ଆଗାମି ଦିନମାନଙ୍କରେ ଯୁବପିଢି ଭବିଷ୍ଯତ ଅଦ୍ଧକାର ଆଡ଼କୁ ଗତି କରିବାକୁ ସମୟ ଲାଗିବନି । ଆଜି ସାମ୍ବାଦିକ ଙ୍କୁ ସୁରକ୍ଷା ନାହଁ ଗତଦିନମାନଙ୍କ ରେ ମାଲକାନଗିରି ସାମ୍ବାଦିକ ଙ୍କୁ ହତ୍ୟକରି ଦିଆଗଲା,I ଏଣୁ ଏହି ନ୍ଯୁଜ ମାଧ୍ୟମରେ ସରକାରକୁ .ଜିଳ୍ଲାପ୍ରସାସନ,ଓ ପୁଲିସ ପ୍ରସାସନ ଆମ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବାକୁ ନିବେଦନ