Hot Posts

6/recent/ticker-posts

ବିଜେଡି ର ବରିଷ୍ଠ କର୍ମୀ ଙ୍କ ଅକାଳ ବିୟୋଗ

ଫୁଲବାଣୀ : ୨୦/୭ (ଏମ ଓ ) ଚକାପାଦ ବ୍ଲକ ଶଙ୍କରାଖୋଲ ର ବିଜୁ ଜନତା ଦଳ ର ବରିଷ୍ଠ କର୍ମୀ ତଥା ଖେଳପ୍ରିୟ ଭାବେ ଜଣାଶୁଣା ଶ୍ରୀ ଭଞ୍ଜ କିଶୋର ପ୍ରଧାନ ଆଜି ମୃତ୍ୟୁ ବରଣ କରିଛନ୍ତି  ! ସେ ଜଣେ ଫୁଟବଲ ଓ ଭଲିବଲ ରେଫରି ଭେବେ କାର୍ଯ୍ୟ ତୁଲାଉଥିଲେ ! ଲୋକ ମାନଙ୍କ ପ୍ରତି ସମାଜସେଵୀ ଅନ୍ୟ ର ସୁଖ ଦୁଃଖ ରେ ଠିଆ ହେଉଥିଲେ ! ତାଙ୍କର ପୂର୍ବରୁ ଦେହ କିଛି ମାତ୍ରାରେ ଖରପ ରହୁଥିଲା ! ଆଜି ହଟାତ ମୃତ୍ୟୁ ବରଣ ହୋଇଯାଇଛି ! ତାଙ୍କ ମୃତ୍ୟୁ ଖବର ଶୁଣି ବିଜେଡି ର ନେତା ମାନେ ଓ ଅଞ୍ଚଳ ର ଲୋକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି!
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ