ଅଡାଵାଡି ପାର୍କ ରେ ବ୍ରାହ୍ମଣ ପରିବାର ର ବାର୍ଷିକ ବୈଠକ ଅନୁଷ୍ଠିତ
ଫୁଲବାଣୀ :୨0/୭(ଏମ ଓ) ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାଵାଡି ଶାଳବଣ ପାର୍କ ଠାରେ ଏକ ବ୍ରାହ୍ମଣ ପରିବାର ତରଫରୁ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ସଭାପତି ଦିତିକୃଷ୍ଣ ପାଢ଼ୀ, ଉପ ସଭାପତି ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ ପ୍ରାଣବନ୍ଧୁ ପଣ୍ଡା,ସହ ସମ୍ପାଦକ ଅଶ୍ଵିନୀ କୁମାର ପଣ୍ଡା,କୋଷାଧ୍ୟକ୍ଷ ରାଜେଶ୍ କୁମାର ପାଣିଗ୍ରାହୀ ଙ୍କ ସହ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ! ଏହି ପରିବାର କିଭଳି ସଙ୍ଘଠନ ସୁଦୃଢ କରିବା ଏବଂ ସମାଜ ଆଗେଇ ନେବା ତାହା ଆଲୋଚନା କରାଯାଇଥିଲା !
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ