ତେନ୍ତୁଳୀଖୁଣ୍ଟି ଗସ୍ତରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର — ନୂତନ ରାସନ କାର୍ଡ ବଣ୍ଟନ, ସବୁଜ ଅଭିଯାନକୁ ଉତ୍ସାହ
ନବରଙ୍ଗପୁର, ୨୭ / ୭ : (ଶେଖର ଖୁରା) : ଓଡିଶା ଖାଦ୍ୟ ଯୋଗାଣ କଲ୍ୟାଣ ଓ ବିଜ୍ଞାନ କାରିଗର ବିଭାଗ ମନ୍ତ୍ରୀ ମାନ୍ୟବର କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳୀଖୁଣ୍ଟି ବ୍ଲକ ଗସ୍ତ ରେ ଆସି ମାଆ ପାଇଁ ଗଛ ଟିଏ ରୋପଣ କରି ,ତେନ୍ତୁଳୀଖୁଣ୍ଟି ବ୍ଲକ ପଞ୍ଚାୟତ ସମିତି କକ୍ଷ ଠାରେ ଆୟଜିତ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କ୍ରମରେ ଯୋଗ ଦେଇ 21 ଜଣ କାର୍ଡ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରି ,ନିଜ ସରକାର ଙ୍କ ଆବିମୁଖ୍ୟ କୁ ଉପସ୍ଥାପନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ର ଅତିରିକ୍ତ ଜିଲ୍ଲା ପାଳ ବିଶ୍ୱଜିତ ବର୍ମନ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଦେବାଶିଷ ମହାପାତ୍ର,, ବ୍ଲକ ଅଧକ୍ଷା ନୀଳାନ୍ଦ୍ରୀ, ଉପାଧ୍ୟାକ୍ଷ ରାଜେନ୍ଦ୍ର ବିଷୋୟୀ, ସାଂସଦ ପ୍ରତି ନିଧି ସନ୍ତୋଷ ପାତ୍ର ମଞ୍ଚାସିନ ହୋଇ ଥିଲେ, ଏହି କାର୍ଯ୍ୟକ୍ରମ କୁ ଗୋଷ୍ଟୀଉନୟନ ଅଧିକାରୀ ମୋନଜ ପାଣି ଗ୍ରାହୀ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମ କୁ ସହଯୋଗ କରିଥଲେ ବ୍ଲକ ପଞ୍ଚାୟତ ଅଧିକାରୀ,ରଣା ବାବୁ,ଜନ ମଙ୍ଗଳ ଅଧିକାରୀ ଯୋଗ ମହନ ମାଝୀ, ଯୋଗାଣ ଅଧିକାରୀ ରୋହିତ ମାଝୀ ଙ୍କ ବ୍ଲକ ର କର୍ମ କର୍ତ୍ତା ,ଶାନ୍ତି ଶୃଙ୍ଖଲା ପାଇ ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ପ୍ରଣବ ଟୁଡୁ ଙ୍କ ସହ ସମସ୍ତ ପୋଲିସ କର୍ମ ଚାରି ଉପସ୍ଥିତ ରହିଥିଲେ