ଗ୍ରାମରେ ଏକମାତ୍ର ନଳକୂପ ଥିଲେ ମଧ୍ୟ ସେଥିରେ ପାଣିର ଚାପ ଅତ୍ୟନ୍ତ କମ୍ ଥିବାରୁ ସେଥିରୁ ପ୍ରତିଦିନ ପରିବାରଗୁଡ଼ିକୁ ପାଣି ମିଳୁନାହିଁ। ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ତିବ୍ର ଗ୍ରୀଷ୍ମ ପ୍ରବାହ ଚାଲିଥିବା ଓ ତାପମାତ୍ରା ୪୪ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ଅଭିମୁଖ କରିଥିବା ସମୟରେ, ଏହି ଅଞ୍ଚଳରେ ପାନୀୟ ଜଳ ଅଭାବ ଏକ ଜୀବନ ମୃତ୍ୟୁ ଲାଗି ସମସ୍ୟା ହୋଇଉଠିଛି।