Hot Posts

6/recent/ticker-posts

ଅମିତ ସାହା ଙ୍କ ଓଡ଼ିଶା ଗସ୍ତ ବାତିଲ

ଦେଶ ଓ ସୀମାରେ ଉତ୍ତେଜନାକର ପରିସ୍ଥିତି! ଏମିତି ଏକ ସମୟରେ, ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଯାତ୍ରା ବାତିଲ କରାଯାଇଛି। ଏହି ଅପେକ୍ଷାକୃତ ନିଷ୍ପତ୍ତି ନେଇ ଆଜି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବଡ଼ ଖୁଲାସା କରିଛନ୍ତି। ମେ’ ୧୦ ଓ ୧୧ରେ ଅମିତ ଶାହଙ୍କ ସମ୍ବଲପୁର ଓ ଭୁବନେଶ୍ୱର ଗସ୍ତ ନିର୍ଦ୍ଧାରିତ ଥିଲା। ବହୁ ପ୍ରକଳ୍ପ ଉଦ୍‌ଘାଟନ, ଜନସଭା ଓ ରଣନୀତିମୂଳକ ଆଲୋଚନା ହେବାକୁ ଥିଲା। କିନ୍ତୁ ଅପେରସନ ସିନ୍ଦୂର ପରେ ଦେଶ ରେ ଯୁଦ୍ଧ ପରିସ୍ଥିତି ଓ ଉଚ୍ଚସ୍ତରୀୟ ଆଲର୍ଟ ଠାରୁ ଦେଖାଯାଉଛି ଏହି ଯାତ୍ରା ଅତ୍ୟାବଶ୍ୟକ ଭାବେ ବାତିଲ ହୋଇଛି ।