Hot Posts

6/recent/ticker-posts

ପାକିସ୍ତାନୀ ୟୁଟ୍ୟୁବର ଙ୍କ ୟୁଟ୍ୟୁବ ଚେନେଲ ବ୍ୟାନ

ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ନେଲା ଦୃଢ଼ କାର୍ଯ୍ୟ! ଗୃହମନ୍ତ୍ରଣାଳୟର ସୁପାରିଶ ଅନୁସାରେ Don News, SAMAA TV, GEO News ଭଳି ପ୍ରମୁଖ ୧୬ଟି ପାକିସ୍ତାନୀ Youtube ଚ୍ୟାନେଲ ବ୍ଲକ୍ କରାଯାଇଛି। ଏହି ଚ୍ୟାନେଲମାନେ ଭାରତ, ଏହାର ସେନା ଓ ସୁରକ୍ଷା ଏଜେନ୍ସିମାନଙ୍କ ବିରୁଦ୍ଧରେ ମିଥ୍ୟା ଓ ଉତ୍ତେଜନାପୂର୍ଣ୍ଣ ସୂଚନା ପ୍ରସାର କରୁଥିଲେ। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଭାରତର ସ୍ୱାଭିମାନ ଓ ଜାତୀୟ ସୁରକ୍ଷାକୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଜରୁରୀ ଥିଲା ବୋଲି ସୂଚନା ମିଳିଛି