Hot Posts

6/recent/ticker-posts

ବଜରଙ୍ଗୀ ଦଳ କର୍ମୀମାନଙ୍କ ଦ୍ୱାରା ଗୋ ମାଂସ ଚାଲାଣ କାରି ଅଟକ କରି ପୋଲିସରେ ଜିମା ଦେଲେ l

ବାଲେଶ୍ଵର , ୦୬/୧୦ (ପ୍ରଭାକର ମଲ୍ଲିକ) : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା - ବାଲିଆପାଳ ମୁଖ୍ଯ ରାସ୍ତାର ପୁଟୁରା ଛକ ନିକଟରୁ ଏକ କୁଇଣ୍ଟାଲ ରୁ ଉର୍ଧ୍ବ ଗୋମାଂସ ଜବଦ, ବସ୍ତା ଅଞ୍ଚଳରୁ ଏକ ବ୍ୟାଗରେ ଗୋ ମାଂସ ଭର୍ତ୍ତି କରି ବାଇକ ଯୋଗେ ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳର କର୍ମୀ ମାନେ ସେମାନଙ୍କୁ ଅଟକାଇ ସିଂଲା ପୋଲିସକୁ ଖବର ଦେଇଥିଲେ, ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ସମେତ ଗୋମାଂସ ଭର୍ଭି ବ୍ୟାଗ ଜବଦ କରିବା ସହିତ ଗୋମାଂସ ନେଇ ଯାଉଥିବା ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି, ଅଟକ ସ୍ବାମୀ ସ୍ତ୍ରୀଙ୍କ ଘର ବସ୍ତା ଥାନା ଅଞ୍ଚଳର ବୋଲି ଜଣା ପଡିଛି


ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l