Hot Posts

6/recent/ticker-posts

ଗୋଟିଏ ପଞ୍ଚାୟତ ସମସ୍ୟା ଅନେକ, ସମାଧାନ କରିବା ପ୍ରଶାସନ ଚୁପ, ଭବିଷ୍ୟତ ଭାରତ ନାଗରିକଙ୍କ ଜୀବନ ଅନ୍ଧକାରମୟ, ନିର୍ମିତ ସ୍କୁଲ ଗୃହ ଉଦଘାଟନ ପୂର୍ବରୁ ତାଲା

ନୂଆପଡ଼ା, ୦୬/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବରଗାଁ ଗ୍ରାମପଞ୍ଚାୟତ କୁ ଗୋଟିଏ ପଞ୍ଚାୟତ ସମସ୍ୟା ଅନେକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଅନୁଧ୍ୟାନ କରିଥିଲୁ। ଅନୁଧ୍ୟାନରେ ଶିକ୍ଷିତ, ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକଙ୍କ ଅବସ୍ଥା ଅତି ଶୋଚନୀୟ। ନିଜ ଅଞ୍ଚଳ ଭବିଷ୍ୟତ ତଳିତଳାନ୍ତ ହେଲେ ମଧ୍ୟ କାହାରି ଯାଏ ଆସେ ନାହିଁ। ଶିକ୍ଷା ବ୍ୟବସ୍ଥା ସତରେ ବିପର୍ଯ୍ୟସ୍ତ। ଶତାୟୁ ଶିକ୍ଷା ଅନୁଷ୍ଠିତ ଅବସ୍ଥା ଦୁର୍ଭାଗ୍ୟ ଜନକ ଅଟେ। ୨୧.୦୫.୧୯୧୮ ରେ ଖଡ଼ିଆଳ ବରଗାଁ ଠାରେ ଏକ ଶିକ୍ଷା ଅନୁଷ୍ଠାନ ଗଢ଼ି ଉଠିଥିଲା। ଅନୁଷ୍ଠାନ କୁ ୨୦୧୮ ରେ ବର୍ଷ ପୂରଣ ହୋଇଥିବା ବେଳେ ୧୦୮ ବର୍ଷ ର ଏହି ଅନୁଷ୍ଠାନ ସମସ୍ୟା ନ କହିଲେ ଚଲେ। ଗୋଟିଏ କୋଠରୀ ରେ ପ୍ରଥମ ରୁ ପଞ୍ଚମ ଛାତ୍ର ଛାତ୍ରୀ ବସି ଅଧ୍ୟୟନ କରୁଛନ୍ତି।୨ ଜଣ ଶିକ୍ଷାକ ମଧ୍ୟରୁ ଜଣେ ଅବସର ନିକଟ। ପ୍ରାଚୀନ ସ୍କୁଲ ଗୃହ ବିପଦ ସଙ୍କୁଳ ଅବସ୍ଥା, ନୂତନ ରୂପେ ନିର୍ମିତ୍ତ ଗୃହ ହସ୍ତାନ୍ତର ସମସ୍ୟା, ଅନ୍ୟ ଏକ କୋଠରୀ କାର୍ଯ୍ୟ ଶେଷ ଅପେକ୍ଷା କରୁଥିବା ବେଳେ ସରକାରୀ ଅର୍ଥ ରେ ନିର୍ମିତ ଗୃହ କୁ କାହିଁକି ତାଲା ଝୁଲାଇଛନ୍ତି। ଛାତ୍ର ଛାତ୍ରୀଙ୍କ ସ୍ୱର ଉତ୍ତୋଳନ ବୟସ ନଥିବାରୁ ତାଙ୍କୁ ସମସ୍ତେ ମିଳିତ ରୂପେ ଛାପିବା ଏବଂ ତାଙ୍କ ଅଧିକାର କୁ ହନନ କରୁଥିବା ଏକ ନଗ୍ନ ଉଦାହରଣ ଅଟେ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ କିଏ। ଗରିବ ଦୀନହୀନ ଙ୍କ ଶିଶୁ ପାଠ ପଢୁ ପାଇଁ ଏପରିକି