Hot Posts

6/recent/ticker-posts

ଦାମୋଦରପୁର ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

କଟକ, ୧୩/୧୦ ( ବଳରାମ ଦାସ ) : କଟକ ସଦର ଆୟତ ପୁର ଗ୍ରାପ ଅଧିନ ଦାମୋଦରପୁର ଗ୍ରାମ ର ଦାମୋଦରପୁର ପ୍ରାର୍ଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ନୃତ୍ୟ ଗୀତ ଚିତ୍ରାଙ୍କନ ବ୍ରକୃତ। ପ୍ରତି ଯୋଗିତାରେ ଅଂଶଗ୍ରହଣ କରିଥିଲେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏଥିରେ ମୁଖ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ହୃଶିକେଶ ଜେନା ଆୟତ ପୁର ଗ୍ରାପ ର ସରପଞ୍ଚ ରାକେଶ ବେହେରା ଯୋଗଦେଇଥିଲେ ସଭାଟିକୁ ପରିଚାଳନା କରିଥିଲା ପ୍ରଧାନ ଶୀକ୍ଷୟତ୍ରୀ ଶ୍ରୀମତୀ ଡଲି ଦାସ ଅନ୍ୟମାନଙ୍କ ମଧ୍ୟରେ ନିମାଇଁ ବେହେରା ବୁଲବୁଲ ସାହୁ ଓ ଗ୍ରାମର ଗ୍ରାମବାସୀ ମାନେ ଯୋଗଦେଇଥିଲେ