ମହାଳୟା ରେ ମାଁ ଙ୍କ ଧବଳମୂଖୀ ବେଶ
ଲଇକେରା, ୧୦/୧୦ (ଅନିଲ କୁମାର ସରାଫ) : ଝାରସୁଗୁଡା ଜିଲ୍ଲା ଲଇକେର ସ୍ଥିତ ମାଁ ସମଲେଶ୍ୱରୀ ମନ୍ଦିରରେ ମହାଳୟା ଅମାବାସ୍ୟା ତିଥିରେ ମାଁ ଧବଳମୂଖି ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ଦେଇଥିଲେ । ପ୍ରତିବର୍ଷ ପରି ଏବର୍ଷ ମହାଳୟା ଅମାବାସ୍ୟା ତିଥିରେ ଆଜି ରାତ୍ରିରେ କଳା କାଛା ପରିଧାନ କରି ଲଇକେରା ଗ୍ରାମର ୨୧ଟି ସ୍ଥାନରେ ପୂଜା ପାଇ ମନ୍ଦିରକୁ ପ୍ରବେଶ କରିବେ ବୋଲି କମିଟୀ ସୁତ୍ରରୁ ପ୍ରକାଶ ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ