Hot Posts

6/recent/ticker-posts

ଇତିହାସ ରଚିଲା ଝାଞ୍ଜିରି ମଙ୍ଗଳା! କଟକ ଝାଞ୍ଜିରି ମଙ୍ଗଳା ମନ୍ଦିରରେ ମା' ଦୁର୍ଗାଙ୍କ *ପ୍ରଥମ ପ୍ରତିମା ଦର୍ଶନ*।

କଟକ, ୧୭/୧୦ ( କାଁହୁଚରଣ ବାରିକ ) : କଟକ ଝାଞ୍ଜିରି ମଙ୍ଗଳା ମନ୍ଦିରରେ ମା' ଦୁର୍ଗାଙ୍କ ପ୍ରଥମ ପ୍ରତିମା ଦର୍ଶନ ବହୁ ଆଡମ୍ବନା ଉଲ୍ଲାସ ସହିତ ପାଳନ ହୋଇଯାଇଛି. ଏହି କାଯ୍ୟକ୍ରମ ରେ ସାହିର ମୁରବି, ସାହି ବାସିନ୍ଦା, ଝିଅ ବୋହୂ ମା ମାନେ ଉପସ୍ଥିତ ଥିଲେ. ଏଥି ସହିତ ରାଜ ନେତା ଗଣ ମାଧ୍ୟମ ପ୍ରତିନିଧି ମନେ ମଧ୍ୟ୍ୟ ଯୋଗଦେଇ ମା' ଦୁର୍ଗାଙ୍କ ପ୍ରଥମ ପ୍ରତିମା ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ. ଝାଞ୍ଜିରି ମଙ୍ଗଳା ସାହି ରେ ଏଥର ହରପାର୍ବତୀଙ୍କ ବଦଳରେ ଜଗତ ଜନନୀ ମା' ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ହେବେ। ମା'ଙ୍କ ଏହି ଦିବ୍ୟ ରୂପ ଦେଖି ଭକ୍ତଙ୍କ ମନରେ ଭକ୍ତିର ଜୁଆର ସୁଷ୍ଟି ହୋଇଥିଲା.  ପୂଜା କମିଟି ରେ ଆଜି ଜଗତ ଜନନୀ ମା ଦୁର୍ଗା ଙ୍କ ପ୍ରଥମ ପ୍ରତିମା ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ହର ପାର୍ବତୀ ପୂଜା ପାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା ଦୁର୍ଗା ପୂଜା ହେବେ. ଭାଇଚାରା କଟକ ସହର ର ନୀଡlମ୍ବର ପ୍ରୟାସ ବଜାୟ ରହୁ ବୋଲି ବହୁ ଗୁରୁଜନ ମୁରବି ପ୍ରକାଶ କରିଛନ୍ତି. 
ଜୟ ମା' ଝାଞ୍ଜିରି ମଙ୍ଗଳା!