Hot Posts

6/recent/ticker-posts

ଆରମ୍ଭ ହୋଇଛି ଛାତ୍ର ସଂସଦ ମତଦାନ ପ୍ରକ୍ରିୟା

ରାୟଗଡ଼ା, ୧୫/୧୦ ( ଭି. ଗୌରି ଶଙ୍କର ରାଓ ) : ଆରମ୍ଭ ହୋଇଛି ଛାତ୍ର ସଂସଦ ମତଦାନ ପ୍ରକ୍ରିୟା, ସମସ୍ତ ଛାତ୍ରଙ୍କ ମଧରେ ରହିଛି ଭରପୁରୁ ଉତ୍ସାହ, ଉତ୍ସାହ ସହିତ ହାର ଜିତକୁ ନେଇ ମଧ୍ୟ ରହିଛି ଆଶଙ୍କା। ତେଣୁ ସମସ୍ତ କଲେଜରେ ଶାନ୍ତି ପୂର୍ଣ୍ଣ ଭାବେ ନିର୍ବାଚନ ଆରମ୍ଭ ହୋଇଛି, କଲେଜ ପରିସର ମଧରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି, ମହିଳା ମହାବିଦ୍ୟାଳୟ ରେ ୧୦ଟି ବୁଥ ସହିତ ୨୯୦୦ ଛାତ୍ରୀ ନିଜର ମତଦାନ କରିବେ। ସେହିପରି ରାୟଗଡା ସ୍ୱୟଂଶାସିତ ମହା ବିଦ୍ୟାଳୟ ରେ ୧୦ଟି ବୁଥ ରହିଥିବା ସମୟରେ ୩୦୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମତଦାନ କରିବେ।