ବାଲିମୁଣ୍ଡା ରେ ଦୁର୍ଗାପୂଜା ନିଆରା ପରମ୍ପରା- କମ୍ପୁଛି ବାଲିମୁଣ୍ଡା
ଭଦ୍ରକ, ୨୧/୧୦ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡାରେ ବେଶ୍ ଆଡମ୍ବର୍ରେ ଦୁର୍ଗାପୂଜା ପାଳିତ ହୋଇଛି, ଦୀର୍ଘ ବହୁ ବର୍ଷ ଧରି ଦୂର୍ଗାପୂଜା ପଳିତ ହୋଇ ଆସୁଛି, ଆମ ସଂସ୍କୃତି ଆମ ପରମ୍ପରା ଦେଖିବାକୁ ମିଳିଛି ବାଲିମୁଣ୍ଡା ରେ , ବାଲିମୁଣ୍ଡା ରେ ଦୁର୍ଗାପୂଜା ନିଆରା ଢଙ୍ଗରେ ପାଳିତ ହୋଇଛି, କମ୍ପୁଛି ବାଲିମୁଣ୍ଡା, ବାଲିମୁଣ୍ଡାରେ ବେଶ୍ ଆଡମ୍ବର୍ରେ ଦୁର୍ଗାପୂଜା ପାଳିତ ହୋଇଛି, ପଳିତ ହୋଇ ଆସୁଛି, ଆମ ସଂସ୍କୃତି ଆମ ପରମ୍ପରା ଦେଖିବାକୁ ମିଳିଛି ବାଲିମୁଣ୍ଡା ରେ , ଦୂର୍ଗାପୂଜା ଦେଖିବା ପାଇଁ ବହୂ ଦୂର ଦୂରାନ୍ତରୁ ଭକ୍ତ ମାଙ୍କର ସୋର ଛୁଟିଛି, ହାଜର ହାଜର ଭକ୍ତ ମାଙ୍କର ଭିଡ଼ ଜମୁଛି, ବଲିମୁଣ୍ଡା ପ୍ରଶାସନ ଓ କମିଟି ପକ୍ଷରୁ ଦୀର୍ଘ ବହୂ ଦିନ ଧରି ଦୂର୍ଗାପୂଜା ପାଳିତ ହୋଇ ଆସୁଛି, କମିଟ ସଦସ୍ୟ, ଅମୂଲ୍ୟ ମାଆନ୍ତି , ଗୌତମ ଦାସ, ଦିବାକର ନାୟଙ୍କ, ଚିନ୍ତାମଣି ନାୟକ ଆଲୋକ ନାୟକ, ତପନ କୁମାର ବେହେରା, ସଦସ୍ୟ ମାନଙ୍କ ଦ୍ଵାରା ଦୂର୍ଗାପୂଜା ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଛି,
ବାସୁଦେବପୁରୁ ଅକ୍ଷୟ କୁମାର ବେହେରା