କଳାହାଣ୍ଡି, ୧୬/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାର୍ଥୀମାନେ ବାଜିମାତ କରିଛନ୍ତି। ସଭାପତି ପଦରେ ABVP ପ୍ରାର୍ଥୀ ଆର୍ଯ୍ୟା ନାୟକ ବିଜୟୀ ହୋଇଥିବା ବେଳେ ସମ୍ପାଦକ ପଦରେ ଓମକାର ଦଣ୍ଡସେନା ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ବିଶ୍ୱବିଦ୍ୟାଳୟ ପରିସରରେ ABVP ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସଭାପତି ଭାବେ ଆର୍ଯ୍ୟା ନାୟକ ଏବଂ ସମ୍ପାଦକ ଭାବେ ଓମକାର ଦଣ୍ଡସେନା ବିଜୟୀ। ଉପସଭାପତି ପଦବୀରେ ଏବିଭିପିର ଭୋଜରାଜ ସାହୁ ନିଜର ପ୍ରତିଦ୍ଵନ୍ଦ୍ରୀ ବିସିଜେଡିର ଉମାକାନ୍ତି ନିଆଲଙ୍କୁ ୧୧୯ ଖଣ୍ଡ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ, ସମ୍ପାଦକ ପଦବୀରେ ଏବିଭିପିର ଓମକାର ଦଣ୍ଡସେନା ବିସିଜେଡିର ପ୍ରତ୍ୟାଶା ପଟ୍ଟନାୟକଙ୍କୁ ୮୨ ଖଣ୍ଡ ଭୋଟରେ ହରାଇ ବିଜୟ ହାସଲ କରିଛନ୍ତି। ବିଶ୍ବବିଦ୍ୟାଳୟର କୁଳପତି ଡ. ପବନ ଅଗ୍ରୱାଲ ଏହି ନିର୍ବାଚନ ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ମଧ୍ୟରେ ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ବିଶ୍ବବିଦ୍ୟାଳୟର ମୋଟ ୧୦ ଟି ବୁଥ୍ରେ ଥିବା ୪,୧୮୯ ଜଣ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା' ମାଣିକେଶରୀ ଭୋଟରଙ୍କ ମଧ୍ୟରୁ ୨,୮୧୬ ଜଣ ନିଜର ମତାଧିକାର ସାବ୍ୟସ୍ତ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କରିଥିଲେ। ଫଳରେ ମୋଟ ମତଦାନ ହାର ୬୭.୨୨ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ସାହ, ଉଦ୍ଦୀପନା ଓ ପ୍ରତିଶତ ରହିଥିଲା। ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜନୈତିକ ଉଷ୍ମତା ଶେଷରେ ଏବିଭିପି ପାଇଁ ଆଣିଛି ଏବିଭିପି ଶିବିରରେ ଖୁସିର ଲହରୀ ଖେଳିଯାଇଥିଲା। ବିଜୟର ଖୁସି ଖବର। ଛାତ୍ର ସମାଜର ଆସ୍ଥା ଓ ସମର୍ଥନକୁ ବିଜୟର ଆନନ୍ଦକୁ ଦ୍ବିଗୁଣିତ କରିବା ପାଇଁ ସଂଗଠନ ପକ୍ଷରୁ ପାଥେୟ କରି ଅଧୂଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭବାନୀପାଟଣା ସହରରେ ବାଣ ଫୁଟାଇ ଉତ୍ସବ ପାଳନ (ଏବିଭିପି) ସଭାନେତ୍ରୀ, ଉପସଭାପତି ଓ ସମ୍ପାଦକ ଭଳି କରାଯାଇଥିଲା। ଏହି ବିଜୟ କେବଳ ତିନିଟି ପଦବୀ ତିନୋଟି ପ୍ରମୁଖ ପଦବୀରେ ବିଜୟ ହାସଲ କରି ହାସଲରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ଓ ବିଶ୍ବବିଦ୍ୟାଳୟରେ ନିଜର ପ୍ରଭାବ ପ୍ରତିପାଦିତ କରିଛି। ବିଶ୍ବବିଦ୍ୟାଳୟର ଉନ୍ନତି ପ୍ରତି ନୂଆ ଦାୟିତ୍ୱବୋଧର ସନ୍ଦେଶ ସଭାନେତ୍ରୀ ପଦବୀରେ ଏବିଭିପି ପ୍ରାର୍ଥନୀ ଆରିୟା ନାୟକ ବହନ କରୁଛି। ନବନିର୍ବାଚିତ ଛାତ୍ର ପ୍ରତିନିଧୂମାନେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ରୀ ବିସିଜେଡିର ଅର୍ପିତା ପ୍ରିୟଦର୍ଶିନୀ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ଶିକ୍ଷାର ଗୁଣାତ୍ମକ ମାନ ସାହୁଙ୍କୁ ୫୯ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ବୃଦ୍ଧି, ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି ଓ ଛାତ୍ର ସ୍ବାର୍ଥ ସୁରକ୍ଷା ପିନ୍ଧିଛନ୍ତି। ଆରିୟାଙ୍କ ସପକ୍ଷରେ ୯୪୬ ଖଣ୍ଡ ଭୋଟ ପଡ଼ିଥିବା ଦିଗରେ କେତେ ଦୂର ସଫଳ ହେଉଛନ୍ତି, ତାହା ଆଗାମୀ ବେଳେ ଅର୍ପିତା ୮୮୭ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଦିନରେ ସମସ୍ତଙ୍କ ନଜରରେ ରହିବ।
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
