ବରୀ କଂଗ୍ରେସ ପକ୍ଷରୁ 12ଘଣ୍ଟିଆ ବନ୍ଦ ସଫଳ
ବରୀ, ୦୮/୧୦ ( ରଂଜିତ ମହାନ୍ତି ) : ବରୀ କଂଗ୍ରେସ ପକ୍ଷରୁ 12ଘଣ୍ଟିଆ ବନ୍ଦ ସଫଳ ହୋଇଚି ବରୀ ବ୍ଲକ ସଭାପତି ଦେବପ୍ରଧାନ ନେରତୃତ୍ୱରେ ବରୀ ବଜାର ବନ୍ଦ ହୋଇଛି ଏଥିରେ ବୋହୁତ କଂଗ୍ରେସ କର୍ମୀ ଉପସ୍ଥିତ ରହି ବରୀ ମାଉଣ୍ଡ ବଜାର ବସ ଷ୍ଟାଣ୍ଡ ପାଖରେ ପାଲ ପକାଇ ବନ୍ଦ ପାଳନ କରିଛନ୍ତି ଏଥି ସହିତ ବରୀ ତହସିଲ କାଯ୍ୟଳୟ ବନ୍ଦ କରିଛନ୍ତି ଓ ବରୀ ବ୍ଲକ ବନ୍ଦ କରିଛନ୍ତି ଏବଂ ବ୍ୟାଙ୍କ ମଧ୍ୟ ବନ୍ଦ କରାଯାଇଥିଲା ସମ୍ପୂର୍ଣ ଶାନ୍ତି ଶୁଙ୍ଖଳା ବନ୍ଦ ହୋଇଛି