Hot Posts

6/recent/ticker-posts

ପୂର୍ବତନ ଗ୍ରାମସେବକ ବାସୁଦେବ ସାହୁ ଙ୍କ ଶ୍ରଦ୍ଧାଞ୍ଜଳି

ବରୀ, ୦୯/୦୯ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଳକ ସାହସପୁର ଗ୍ରାମର ପୂର୍ବତନ ଗ୍ରାମ ସେବକ ସ୍ୱର୍ଗତ ବାସୁଦେବ ସାହୁଙ୍କ ଏକାଦଶାହ ଅବସର ରେ ତାଙ୍କ ବାସ ଭଵନ ଠାରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରାଉତ, ଅରୁଣ ସାହୁ, ପ୍ରମୋଦ ସାହୁ, ପ୍ରଦୀପ ସାହୁ ସହିତ ବନ୍ଧୁ ପରିବାର ବର୍ଗ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ଏହି ଅବସର ରେ ଭଜନ ପରିବେଷଣ ହେଇଥିଲା