Hot Posts

6/recent/ticker-posts

ସାହସପୁର ରେ ରାଜସ୍ୱ ଶିବିର ଅନୁଷ୍ଠିତ

ଯାଜପୁର, ୦୨/୦୯ ( ରଂଜିତ ମହାନ୍ତି ) : ଯାଜପୁର ତହସିଲ ପକ୍ଷରୁ କାକୁଡିକୁଦ ସର୍କଲ ସାହସପୁର ପଞ୍ଚାୟତ କାର୍ଯ୍ୟlଳୟ ପରିସରେ ରାଜସ୍ୱ କୋର୍ଟ କ୍ୟାମ୍ପ ଅନୁଷ୍ଠିତ ହେଇଥିଲା l ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁରଜ କୁମାର ସାହୁ ଯୋଗଦେଇ ୧୦ ହଜାର ରାଜସ୍ୱ ଆଦାୟ, କଲମ ୨ ରେ ୫୦ ରୁ ଉର୍ଦ୍ଧ ଫିର୍ମ, ଇନପୁଟ ସବସିଡ ୨୦୦ ରୁଉର୍ଦ୍ଧ ଫିର୍ମ ଏବଂ ବିଭିନ୍ନ ରାଜସ୍ୱ ମlମଲାର ଶୁଣା ଣି ହେଇଥିବା ଭlରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଶ୍ରୀ ସାହୁ ସୂଚନା ପ୍ରଦାନ କରିଥିଲେ l