Hot Posts

6/recent/ticker-posts

ବାମ୍ପିସାହି ମଦନମୋହନ ଜିଉ ପୂଜା କମିଟିର ନୂତନ କମିଟିର ସୌଜନ୍ୟମୂଳକ ସାକ୍ଷାତ

କଟକ, ୧୧/୦୯ ( କାହୁଁ ଚରଣ ବାରିକ ) : ବାମ୍ପିସାହିର ଅଧିଷ୍ଠାତା ମଦନମୋହନ ଜିଉ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ପରେ ଆଜି କର୍ମକର୍ତ୍ତାମାନେ ଶାନ୍ତି କମିଟିର ସଭାପତି ଓ ସମ୍ପାଦକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଆଗାମୀ ପୂଜା ଶାନ୍ତି ଶୃଙ୍ଖଳାର ସହ କିପରି ସମ୍ପନ୍ନ ହେବ ସେ ନେଇ ଆଲୋଚନା କରାଯାଇଛି। ସମସ୍ତଙ୍କ ସହଯୋଗରେ ଏ ବର୍ଷର ପୂଜା ଆହୁରି ଆକର୍ଷଣୀୟ ହେବ ବୋଲି ଆଶା।