Hot Posts

6/recent/ticker-posts

ସଚେତନତା ନାଗରିକ ମଞ୍ଚର ସଙ୍ଗଠନର ମୁଖ୍ୟ ଇ, ବିଶ୍ଵଜିତ ମହାନ୍ତି ଙ୍କର ପଦଯାତ୍ରା ପାଇଁ ପ୍ରସ୍ତୁତି ପର୍ବ

ଯାଜପୁର, ୨୫/୦୯ ( ନିରୋଜ କୁମାର ସେଠୀ  ) : ଯାଜପୁର ଜିଲ୍ଲା କୋଳେଇ ବ୍ଲକ ଓ ଅନ୍ତର୍ଗତ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସବୁଠାରୁ ଅବହେଳିତ ଓ ନିଷ୍ପେସିତ ପଞ୍ଚାୟତ ସମିତି ରୁପେ ପରିଗଣିତ ଓ କୋରେଇ ନିର୍ବାଚନ ପାଇଁ ସର୍ମର୍ପିତ ସଚେତନ ନାଗରିକ ମଞ୍ଚର ସଂଗଠକ ଇଂଜିନିୟର ବିଶ୍ଵଜିତ ମହାନ୍ତି , ଜିଲ୍ଲା ସଭାପତି -କ୍ରୀଡା ଭାରତୀ, ଜିଲ୍ଲା ସଭାପତି ରସୁଲପୁର ପଞ୍ଚାୟତ ସମିତିର ସଭାପତି ଓଡ଼ିଶା କୃଷକ ବିକାଶ ମଞ୍ଚ ,ସହ ଯୁଗୁମ୍ମ ସମ୍ପାଦକ ଯାଜପୁର କବାଡି ଆସୋସିଏସନ୍ ଖଣ୍ଡୀତର ଆଗାମୀ ୧୫/୦୧/୨୦୨୭ ତାରିଖ ମକର ସଂକ୍ରାନ୍ତି ଠାରୁ ଏକ ବିଟାଟ ପଦଯାତ୍ରା ପରିଡ଼ା ବାଦରୁ ବାହାରି ଯାଜପୁର ଭାୟା ରସୁଲପୁର ଅଭିମୁଖେ ଯାଇ ଜିଲ୍ଲାପାଳ ଙ୍କୁ ସ୍କାରକ ପତ୍ର ପ୍ରଦାନ କରଯାଇଥିଲା। ଦାବି କାର୍ଯ୍ୟ କାରୀ ନହେଲେ ଆଗାମୀ ୧୫/୦୧/୨୦୨୭ ମକର ସଂକ୍ରାନ୍ତି ଠାରୁ ରସୁଲପୁର ପଞ୍ଚାୟତ ସମିତି ଫାଟକରେ ତାଲା ପଡ଼ିବ ବୋଲି ସଙ୍ଗଠକ ଈ ,ବିଶ୍ଵ ଜିତ ମହାନ୍ତି ଦୃଢ଼ତାର ସହ ଦାବି କହିଛନ୍ତି।