Hot Posts

6/recent/ticker-posts

ଫ୍ରିଡ଼ମ ତେଲ ପକ୍ଷରୁ ବନ୍ୟା ବିପନ୍ନ ଙ୍କୁ ସହାୟତା

ବରୀ, ୦୧/୦୯ ( ରଂଜିତ ମହାନ୍ତି ) : ବନ୍ୟାଞ୍ଚଳ ବରୀ ଦୁଇ ଦୁଇ ବନ୍ୟା ଆସିବା ଫଳରେ ଲୋକମାନେ ନାହଁ ନଥିବାର ଅସୁବିଧା ସମ୍ମୁଖୀନ ହେlଇଛନ୍ତି l ଫ୍ରିଡ଼ମ ଖାଇବା ତେଲ ପକ୍ଷରୁ ଆଜି ବ୍ଳକ ର କିମ୍ଭିରିଆପାଳ ପଞ୍ଚାୟତର ମାଳଦା, ଅରଙ୍ଗାବାଦ, ଭଅଁରା, ଭୁରୁଙ୍ଗା ଠାରେ ବନ୍ୟା ବିପନ୍ନ ଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ l ଏଥିରେ ଫ୍ରିଡ଼ମ ଖାଇବା ତେଲ ର ମୁଖ୍ୟ ଅମୀୟ ଧଳ,ଭାଗ୍ୟ ରଞ୍ଜନ ସେଠି ଯୋଗଦେଇ ବନ୍ୟା ବିପନ୍ନ ଙ୍କ ସହାୟତ ପ୍ରଦାନ କରିଥିଲେ l