ରାୟଗଡ଼ା ସହରର ରିଙ୍ଗ ରୋଡରେ ଶ୍ରୀ ବିନାୟକ ଚାରିଟେବଲ ଟ୍ରଷ୍ଟର ୨୪ ତମ ବାର୍ଷିକ ଗଣେଶ ପୂଜା ପ୍ରସ୍ତୁତି ଆରମ୍ଭ। ବ୍ୟାନର ଲାଗିଲା।
ରାୟଗଡ଼ା, ୨୭/୦୯ ( ଭି. ଗୌରି ଶଙ୍କର ରାଓ ) : ଶ୍ରୀ ବିନାୟକ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରୀ ବିଦ୍ୟା ଗଣପତି ନବରାତ୍ରୀ ମହୋତ୍ସବର ୨୪ ତମ ବାର୍ଷିକ ଉତ୍ସବ ପାଳନ ହେବ। ଶ୍ରୀ ବିନାୟକ ଇଞ୍ଜିନିୟରିଂ ଆଣ୍ଡ ଏଗ୍ରିକଲଚର ଇମ୍ପ୍ଲିମେଣ୍ଟସ, ରିଙ୍ଗ ରୋଡ, ଜୈନ ଧର୍ମଶାଳା ନିକଟରେ ଏହି ଉତ୍ସବ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୪ ତାରିଖ ସୋମବାର ଠାରୁ ୨୩ ତାରିଖ ବୁଧବାର ପର୍ଯ୍ୟନ୍ତ ଦଶ ଦିନ ଧରି ପୂଜା ହୋଇ ଥିଲା ପ୍ରଥମ ଦିନ ବିଗ୍ରହ ମଣ୍ଡପାରାଧମ ଓ ବିନାୟକ କଥା, ପରେ ଗାୟତ୍ରୀ ହୋମ, ଦୀପ ଯଜ୍ଞ, ଲକ୍ଷ ଗରିକା ପୂଜା, ଚଣ୍ଡୀ ହୋମ, ସହସ୍ର ଲିଙ୍ଗାର୍ଚ୍ଚନା ଓ ପୁଷ୍ପାର୍ଚନା ଭଳି କାର୍ଯ୍ୟକ୍ରମ ରହି ଥିଲା ଶେଷ ଦିନ 23,09,26 ରେ ପୂର୍ଣ୍ଣାହୁତି ହେଇ ଥିଲା 26,09,26 ରେ ପ୍ରସାଦ ସେବନ ଓ ବିସର୍ଜନ ହେଇ ଥିଲା ଏହି କାର୍ଯ୍ୟ କ୍ରମ ରେ କମିଟି ମେମ୍ବର କ ନରିନ କୁମନ୍ଦମ୍,କେ ନରେଶ କୁମଣ୍ଡନ,ବରଦା ମନ୍ମଡ,ରାଓ, କୋଡରି ପ୍ରତାପ ଉପସ୍ଥିତ ଥିଲେ