Hot Posts

6/recent/ticker-posts

ବିଭିନ୍ନ ସମସ୍ୟା ଉପରେ ତଦାରଖ କଲେ ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟ ବିଭାଗ

ଫୁଲବାଣୀ, ୧୯/୦୮ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ଥିବା ମୁଖ୍ୟ ଚିକିତ୍ସାଳୟ ରେ ପହଁଞ୍ଚି ଫୁଲବାଣୀ ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟବିଭାଗ ନୀଳାମ୍ବର କହଁର ମେଡିକାଲ କୁ ଯାଇ ସ୍ୱାସ୍ଥ୍ୟ ସେବା ଠିକ ଭାବରେ ପାଉଛନ୍ତି କି ନାହିଁ ତାହା ବିଭିନ୍ନ ବିଭାଗ ଯାଇ ବୁଲି ଦେଖିବା ସହ ଲୋକମାନଙ୍କୁ କଥାବାର୍ତ୍ତା ହୋଇ ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ। ସେ ଦିନ ସ୍ୱାସ୍ଥ୍ୟ ଶିବିର କ୍ୟାମ୍ପ ହୋଇଥିବା ବେଳେ ସେଠାକୁ ଛୋଟା, କେମ୍ପା, ଅନ୍ଧ,କାଲା ମାନଙ୍କୁ ଠିକ ରେ ସେବା ପାଇପାରିଲେକି ନାହିଁ ତାହା ପଚାରି ବୁଝିଥିଲେ।ସେ ସମସ୍ତ ଙ୍କ ର ସମସ୍ୟା ଉପରେ ପଚାରି ବୁଝିଥିବାରୁ ତାଙ୍କୁ ଶେଷରେ ଧନ୍ୟବାଦ ଦେଇଥିଲେ। 



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ