Hot Posts

6/recent/ticker-posts

୩୦୦ଫୁଟ ଲମ୍ବର ତ୍ରିରଙ୍ଗାକୁ ନୌକା ରେ ଜଳ ଯାତ୍ରା।

ଚାନ୍ଦବାଲି, ୧୭/୦୮ ( ନବଦୂତ ) : ସୂଚନା ଅନୁଯାଇ-ଭଦ୍ରକ ଜିଲା ଚାନ୍ଦବାଲି ଥାନା । ଅଧିନସ୍ତ ଭାରତରେ ୮୦ତମ ସ୍ୱାଧୀନତା ଦିବସ ଯଥା ୧୫ଅଗଷ୍ଟ ଅବସରରେ ଚାନ୍ଦ ବାଲି ଅଞ୍ଚଳସ୍ଥିତ ବୈତରଣୀ ନଦୀ ପାଣିରେ ଚାନ୍ଦବାଲି ବିନେପି ଯୁବ ମୋର୍ଚ୍ଚା ସଂଘ ତରଫରୁ ଏକ ୩୦୦ଫୁଟ ଲମ୍ବରେ ତ୍ରିରଙ୍ଗା କୁ କିଛି ନୌକା ରେ ଯୁବକ ମାନେ ପାଣିରେ ନୌକାଶୋଭା ଯାତ୍ରା ର ଆୟୋଜିତ କରିଥିବା ବେଳେ ଇକ୍ତ ତ୍ରିରଙ୍ଗା ଯାତ୍ରା କୁ ଦେଖିବା ପାଇଁ ନଦୀ ତଟରେ ବହୁ ଲୋଜ ଭିଡ ଲାଗିଥିବା ର ସୂଚନା ମିଳିଛି।


ମାନସ କୁମାର ସାହୁ,ଭଦ୍ରକ