ଚକାପାଦ, ୨୧/୦୮ ( ବାଳକୃଷ୍ଣ କହଁର ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ପଣସ ପଦର ଗାଁ ର ଶିକ୍ଷାବିତ ଶ୍ରୀ ସନ୍ତୋଷ କୁମାର ଦଳ ବେହେରା ଙ୍କ ପିତା ଶ୍ରୀ ମନୋହର ଦଳ ବେହେରା ଙ୍କ ବାପା ଆରପାରି କୁ ଚାଲିଯାଇଛନ୍ତି l ସେ ପୂର୍ବରୁ ପୋଲିସ ବିଭାଗରୁ ଚାକିରୀ ଆରମ୍ଭ କରି ଶିକ୍ଷକତା ରୁ ଅବସର ପରେ ନିଜ ଗାଁର ଲଦାସାହି ରେ ଏକ ବସ୍ତି ନିର୍ମାଣର ମୁଖ୍ୟ ଭୂମିକା ନେଇଥିଲେ । ଯାହା ଆଜି ଲଦାସାହି ବସ୍ତି ନିର୍ମାଣ ହୋଇଛି l କେବଳ ଜଣେ ଶିକ୍ଷକ ନୁହନ୍ତି ଜଣେ ସମାଜ ସଂସ୍କାରକ ଓ ପ୍ରେରକ ଅଟନ୍ତି। ୭୭ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛନ୍ତି। ସେ ମିଷ୍ଟଭାସି, ପରପୋକାରୀ, ସମାଜସେବୀ ଭାବ ରେ ଜଣାଶୁଣା ତାଙ୍କ ର ମୃତ୍ୟୁ ଖଵର ଶୁଣି ଶୋକର ଛାୟା ଖେଳିଯାଇଛି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
