ଉନ୍ନତି_ପଥେ_ଚୌଦ୍ଵାର_କଟକ
କଟକ, ୩୦/୦୮ ( କାହୁଁ ଚରଣ ବାରିକ ) : ପବିତ୍ର ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅବସରରେ କଟକ ମହାନଗର ନିଗମ ପକ୍ଷରୁ ୱାର୍ଡ ନଂ -୩୧, ଶଗଡ଼ିଆସାହି ପ୍ରଫେସର ପଡ଼ା ତାଳଦଣ୍ଡା କେନାଲ ଠାରେ ନିର୍ମାଣ ହୋଇଥିବା "ଭେଣ୍ଡିଂ ଜୋନ୍"ର ଶୁଭଉଦ୍ଘାଟନ ହୋଇଯାଇଛି. ଏହି ଶୁଭ ଅବସରରେ ବିଧାୟକ ସୌଭିକ ବିଶ୍ୱାଳ, ସ୍ଥାନୀୟ କର୍ପୋରେଟର, ଆୟୁକ୍ତ, କର୍ପୋରେଟରଙ୍କ ପ୍ରତିନିଧି, ବରିଷ୍ଠ ନେତୃତ୍ୱ, ମହିଳା ନେତୃତ୍ଵ, ମୂରବୀ, ବିଭାଗୀୟ ଅଧିକାରୀବୃନ୍ଦ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।
କଟକ ରୁ କାଁହୁ ଚରଣ ବାରିକ ନବଦୂତ news#