Hot Posts

6/recent/ticker-posts

ବ୍ରହ୍ମଣୀଗାଁ ଏବଂ ଗଦାପୁର ଅଞ୍ଚଳ ରେ BSNL ସେବା ବନ୍ଦ କାର୍ଯ୍ୟକାରି କରିବାକୁ ଦାବି

ଫୁଲବାଣୀ, ୦୪/୦୭ ( ବାଳକୃଷ୍ଣ କହଁର ) : ବ୍ରାହ୍ମଣୀଗାଁ ଏବଂ ଗଦାପୁରଠାରେ ଆଜି କୁ ୩ଦିନ ହେବ, 2G BSNL Internet ସେବା fail ଅଛି, ଯାହାଫଳରେ BSNL Internet ର Speed କାମ କରୁନି। BSNL Internet ସେବା ମିଳିବାରେ ବାଧାପ୍ରାପ୍ତ ହେଉଛି ।BSNL ଗ୍ରାହକ ନାହିଁ ନ ଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି । ଏ ନେଇ BSNL ର ଉଚ୍ଚ କର୍ତ୍ତୃପକ୍ଷଙ୍କୁ (DGM) ମହୋଦୟଙ୍କୁ ଅବଗତ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିପାରିନି । କାହିଁକି BSNL Telecom ସେବା ଏହିପରି ଅଞ୍ଚଳବାସୀଙ୍କୁ ହଇରାଣ କରୁଛନ୍ତି, BSNL ର ଉଚ୍ଚ କତୃପକ୍ଷଙ୍କ ଏଠି ନଜର ପଡ଼ୁନି । ତୁରନ୍ତ ଏହାର ସମାଧାନ କରାଯିବାକୁ ସାଧାରଣ ରେ ଚର୍ଚ୍ଚା ହେଉଛି ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ