Hot Posts

6/recent/ticker-posts

ପାଣି ଘେରରେ ସୁଆଁଳ ଗ୍ରାମର ରଞ୍ଜନ ସେଠି ଙ୍କ ଘର

ବେଗୁନିଆ, ( ମାନସ ରଞ୍ଜନ କର ) : ବେଗୁନିଆ ବ୍ଳକ ରାଧାକାନ୍ତ ପୁର ପଞ୍ଚାୟତର ସୁଆଁଳ ଗ୍ରାମର ରଞ୍ଜନ ସେଠି ଙ୍କ ଘର ଲଘୁଚାପ ଜନିତ ବର୍ଷା ହେବାଦ୍ୱାରା ଘର ଭିତରେ ପାଣି ପସିଯିବାରୁ ଘର ଭିତରେ ଥିବା ଏକ ଛୋଟମାଟି କାନ୍ଥଟିଏ ଭାଙ୍ଗିଯାଇଛି ବର୍ତ୍ତମାନ ସେ ପାଣି ଘେରରେ ରହି ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ପାଣି କିପରି ନିଷ୍କାସନ ହୋଇପାରିବ ସେ ବିଷୟରେ ବିହିତ ପଦକ୍ଷେପ ନେବାଲାଗି ପାଣି ନଛାଡିଲେ ଆମ ପରିବାର ର ଜିବନ ପ୍ରତି ବିପଦ ଅଛି ବୋଲି ରଞ୍ଜନ ସେଠି କହିଛନ୍ତି