ଅସରାଏ ବର୍ଷାରେ ମଧୁସୂଦନ ସେତୁ ଚହଟା ରାସ୍ତା ଧସିଲା। ଲୋକେ ଆତଙ୍କିତ
କଟକ, ୦୨/୦୭ ( କାହୁଁ ଚରଣ ବାରିକ ) : ଅସରାଏ ବର୍ଷାରେ ମଧୁସୂଦନ ସେତୁ ଚହଟା ରାସ୍ତା ଧସିଲା। ଲୋକେ ଆତଙ୍କିତ , ନିମ୍ନ ମାନର କାମ କରି ରାଜସ୍ୱ ଲୁଟ ଅଭିଯୋଗ। ଏହି ରାସ୍ତା ଧବଳେଶ୍ବର ଚହଟାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା ଯାହାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି। ଗତକାଲି ରାତିରେ ହୋଇଥିବା ବର୍ଷାରେ ଏଭଳି ଅଘଟଣ ଘଟିଛି ବୋଲି ସୂଚନା।