Hot Posts

6/recent/ticker-posts

ରୁଦ୍ରପୁର ବ୍ରିଜ ଖରିପଡିଆ ଗ୍ରାମର ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ

ଯାଜପୁର, ୨୮/୦୭ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ପ୍ରଥମ କରି ବନ୍ୟା ଜଳ ପ୍ରବେଶ କରିଛି। ବର୍ଷା ର ଦାଉରେ ସାରା ମୁଲକ ଢୁବୁ ଢୁବୁ ହେଉଥିବା ବେଳେ ଏହା ଭିତରେ ଚାଂଚଲ୍ୟ କର ଖବର ସାମ୍ନାକୁ ଆସିଛି। ରୁଦ୍ର ପୁର ଗ୍ରାମର ବ୍ରାହ୍ମଣୀ ନଦୀରେ କୁମ୍ଭୀର ଦେଖି ଲୋକ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ନଦୀକୁ ଗାଧୋଇବାକୁ ନ ଯିବା ପାଈଁ ଲୋକ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।