ଦ୍ରୁତଗାମୀ ହାୱା ଟ୍ରକ ଧକାରେ ବାଇକ ରେ ୨ ଆରୋହି ମୃତ
ଭଦ୍ରକ, ୧୮/୦୭ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରଜ ସଦର ୧୬ନମ୍ଵର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଏକ ଦୃତ ଗାମୀ ଟ୍ରକ ହାୱା ଚାଳକ ଭରସାମ୍ୟ ହରାଇ ଆଗରେ ବାଇକ ରେ ଯାଉଥିବ ୨ଜଣ ଆରୋହି ଙ୍କୁ ପଛପଟରୁ ଜୋର ରେ ଧକା ଦେଇଥିଲା,ଘଟଣା ସ୍ଥଳେ ବାଇକ ଚାଳକ ଓ ବାଇକ ପଛେରେ ବସି ଥିବା ସାଥି ଙ୍କ ର ମୃତୁ ଘଟିଛି।ପୋଲିସ ଘଟଣା ସ୍ଥଳେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଡୁଝା କରି ଅଧିକ ତଦନ୍ତ ଚଳାଇ ଥିବାର ସୂଚନା ମିଳିଛି।
ମାନସ କୁମାର ସାହୁ