ଉଦନ୍ତୀ ୟୁଥ କ୍ଲବର ମେଗା ରକ୍ତଦାନ ଶିବିର - ୫ ଯୋଡି ଦମ୍ପତି ଓ ୧୫ ମହିଳାଙ୍କ ସହ ୧୧୮ ରକ୍ତଦାତା କଲେ ରକ୍ତଦାନ
ସିନାପାଲି, ୧୯/୦୭ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲିର ଜଣାଶୁଣା ଯୁବ ଅନୁଷ୍ଠାନ ଉଦନ୍ତୀ ୟୁଥ କ୍ଲବ ତରଫରୁ ରବିବାର ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଶିବିରରେ ୫ ଯୋଡି ଦମ୍ପତି ଓ ୧୫ ମହିଳାଙ୍କ ସହ ମୋଟ ୧୧୮ ଜଣ ରକ୍ତଦାତା ସ୍ବେଛାକୃତ ରକ୍ତଦାନ କରିଥିଲେ l ଶିବିରରେ ମୁଖ୍ୟଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା, ଆଇଆଇସି ମହେଶ୍ୱର ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ପୂର୍ବ ବ୍ଲକଅଧ୍ୟକ୍ଷ ନୀଳମଣି ମେହେର, ନନ୍ଦକୁମାର ପାତ୍ର, ତୁଳସୀରାମ ମେହେର, ଅରିଗଞ୍ଜନ ଯୋଷୀ ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ l କ୍ଲବ ଉପଦେଷ୍ଟା ରବିନ୍ଦ୍ରନାଥ ଯୋଷୀ, ତ୍ରିନାଥ ମେହେର, ବୈଷ୍ଣବ ମେହେର, ହାଡୁରାମ ମେହେର, ରୁପେଶ ଚନ୍ଦ୍ର ମେହେର, ନୀଳାଞ୍ଚଳ ମେହେର, ପ୍ରେମାନନ୍ଦ ମେହେର,ଗଣେଶରାମ ମେହେର ଉପସ୍ଥିତ ରହି ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ୟୁଥ କ୍ଲବ ସଭାପତି ପ୍ରଭାତ କୁମାର ମେହେର, ସମ୍ପାଦକ ବେଣୁଧର ମେହେରଙ୍କ ସହ ଜିତେନ୍ଦ୍ର ମେହେର, କିଶନଲାଲ ମେହେର, କିରଣ ମେହେର, ବଳରାମ ମେହେର, ଝସକେତନ ମେହେର, ଚୈତନ୍ୟ ମେହେର, ଡୋଲାମଣି ମେହେର, ଲୋହିତାକ୍ଷ ମେହେର, ଟିକେଲାଲ ମେହେର, ନିତେଶ ମେହେର, ନିତୁ ମେହେର, ଟିକେ ମେହେର, ବୀରେନ୍ଦ୍ର ମେହେର, ଭୋଲେଶ୍ୱର ମେହେର, ଭୀଷ୍ମରାଜ ମେହେର, ନୀତିଶ ମେହେର, ହେମନ୍ତ ମେହେର, ଦର୍ଶନ ମେହେର, ଭୀଷ୍ମ, ଦେବାର୍ଚ୍ଚନ, ଡୋଲାମଣି, ତେଜରାଜ, ଦେବରାଜ, ଦୀପକ, ଅମର, ରମେଶ,, ଶାଶ୍ୱତ, ଘନଶ୍ୟାମ, ନୃସିଂହ, ମହେନ୍ଦ୍ର, ସୁନୀଲ,, ବବ୍ଲୁ, ଜଗନ୍ନାଥ, ଚନ୍ଦନ ମେହେର, ଚନ୍ଦ୍ରଧ୍ୱଜ ମେହେର, ପ୍ରଦୀପ କୁମାର, ଲୋକନାଥ, ଯୁଧିଷ୍ଠିର, ହେମସାଗର, ସୋହନ, ଓମ୍ ପ୍ରସାଦ, ଅନିଲ, ଜଗନ୍ୟ, ଗଣପତି, ସୌରଭ, ରଞ୍ଜନ, ଭବାନୀଶଙ୍କର, ମାନସ, କୃଷ୍ଣ, ଅଜିତ, ଚୂଡ଼ାମଣି, କ୍ଷୀରୋଦ, ରାଜାରାମ, ଶଙ୍କର, ଯଦୁମଣି, ଧନେଶ୍ୱର, ଟେକାରାମ, ସାଗର, ଲିଙ୍ଗରାଜ, ଦିଲୀପ, ସତ୍ୟପ୍ରକାଶ, ହୃଦାନନ୍ଦ, ବାଦଲ, ହିମାଂଶୁ, ବିନାୟକ, ସୁବ୍ରତ, କ୍ଷିତୀଶ, ହେତୁରାମ, ହିତେଶ, ରମେଶ, କାନ୍ହା, ମାନସ, ଭୁଜବଳ, ରୂପଧର, ସୁମନ, କୁଶଧ୍ୱଜ, ଲିପିକା, ଭବେଶ, ବିକାଶ, ଗୌରୀ, ଲୋହିତମଞ୍ଜରୀ, ଧନମତୀ, ଗଣେଶରାମ, ଜଗନରାମ, ପୁରୁଷୋତ୍ତମ, ନରସିଂହ, ଶିଶିର, ଅନିଲ, ତରୁଣୀ, ଶୁଭମ, ବାଦଲ, ଅଭିନାଶ, ବିନୟ, ରାକେଶ, ପ୍ରୀତେଶ, ସୀମାଞ୍ଚଳ, ପୁଣ୍ଡରୀକାକ୍ଷ୍ୟ, ଶଙ୍କର, ରୋଶ୍ମା, ପିଙ୍କି, ଜୟେଶ, ବୁଦ୍ଧଦେବ, ରାଧେଶ୍ୟାମ, ଦୋଳେଶ୍ୱର, ଭାଗ୍ୟବାନ, ରାକେଶ, ନୀଳାମ୍ବର ପ୍ରମୁଖ ରକ୍ତଦାନ ଓ ସହଯୋଗ କରିଥିଲେ l ନୂଆପଡା ଜିଲ୍ଳା ମୁଖ୍ୟ ଡାକ୍ତରଖାନାର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ସଂଗୃହିତ ରକ୍ତକୁ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଛି l