ନିଖୋଜ ମହିଳା ଙ୍କ ସୂଚନା
ନିଖୋଜ ମହିଳା ଙ୍କ ସୂଚନା
ରିପୋର୍ଟ - ନିରୋଜ କୁମାର ସେଠୀ, ତା. ୧୨/୦୭/୨୦୨୬
ନାମ-ଶାବଣୀ ଦାସ ସ୍ବାମୀ -ଶ୍ରୃତି ରଞ୍ଜନ ଦାସ, ଗ୍ରାମ -ମାନପୁର ପୋ-ଗଡମା ଜିଲ୍ଲା -କଟକ ଡାକଘର-କିଶୋରନଗର ଏହି ମହିଳା ଜଣକ ନିଖୋଜ ଅଛନ୍ତି। ଯଦି କୋୖଣସି ସହୃଦୟ ବ୍ୟକ୍ତି ଏହି ମହିଳା ଙ୍କର ସନ୍ଧାନ ପାଆନ୍ତି ତେବେ ମୋବାଇଲ୍ ନମ୍ବର୍ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ। ମୋବାଇଲ ନଂ -7377900928