Hot Posts

6/recent/ticker-posts

ସିନାପାଲିରୁ ବଦଲି ହେଲେ ଏଏସଆଇ ପ୍ରଭାକର ନାୟକ, ସାମ୍ବାଦିକ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା

ନୂଆପଡ଼ା, ୧୪/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନାରେ କାର୍ଯ୍ୟରତ ପୋଲିସ ଏଏସଆଇ ପ୍ରଭାକର ନାୟକ ଙ୍କ ଅନ୍ୟସ୍ତ ବଦଲି ହୋଇଥିବା ବେଳେ ସି ନାପାଲି ସାମ୍ବାଦିକ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ସମାରୋହ ରୋହ ସାମ୍ବାଦି କ ସଂଘ ଭବନଠାରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହ ରେ ଶ୍ରୀ ନାୟକ ଜଣେ ମିଷ୍ଠାଭାଷି, ତାଙ୍କ କାର୍ଯ୍ୟକଳାପର ସହେଲି, ,ଲୋକପ୍ରିୟ, ସମାଜିକ ପ୍ରିୟ ପୋଲିସ ଏଏସଆଇ ରହିଥ‌ିବା ଗୁଣ‌ଗାନ ନେଇ ସଭାରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ରେ ଏଏସଆଇ ଶ୍ରୀ ନାୟକକୁ ଉପଢୌକନ ଦେଇ ସମ୍ବନ୍ଧିତ କରାଯାଇଥିଲା। ସିନାପାଲି ଥାନରେ କାର୍ଯ୍ୟରତ ଥିବା ସମୟରେ ଆଇଆଇସି ଙ୍କ ନିର୍ଦ୍ଦେଶ କ୍ରମେ ସେ ନେତୃତ୍ୱ ନେଇ ଥାନା ପରିସରରେ ଆଇଲବ ସିନାପାଲି ପାର୍କ, ଫ୍ଲେଗ୍ ୱେଷ୍ଟିଙ୍ଗ ଓ ଫୁଲ ବଗିଚା ନିର୍ମାଣ କରି ଅଞ୍ଚଲରେ ପ୍ର ସଂଶାର ପାତ୍ର ସାଉଟିଥିଲେ। ସିନାପାଲି ଥାନା ଅଞ୍ଚଳରବିଭିନ୍ନ ଗ୍ରାମର ୬ଜଣ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ପରେ ତଦନ୍ତ କରି ଉଦ୍ଧାର କରିଥିବା ନେଇ ଜିଲ୍ଲା ପୋଲିସ ପ୍ରଶାସନ ଠାରୁ ସମ୍ମାନିତ ହୋଇ ପୁରସ୍କୃ ତ ହୋଇଥିଲେ। ତାଙ୍କ ବଦଲି ପରେ ଏବେ ସିନାପାଲି ଅଞ୍ଚଳର ବିଭିନ୍ନ ମହଲରୁ ବିଦାୟୀ ସମ୍ବଦ୍ଧନା ମତ ପ୍ରକାଶ ପାଉଛି । ସିନାପାଲି ଥାନାରେ ଯୋଗଦାନ ଗଲାପରେ ଅଞ୍ଚଳର ଲୋକଙ୍କ ଭଲପାଇବା ମଧୁର କଥାବାର୍ଭା ମାନସମ୍ମାନ ଦେଇ ନିଜର ଭାବି ସୁସମ୍ପର୍କ ରଖ୍ ଥ୍ ବାବେଳେ ଅନେକ ସମସ୍ୟା ଅଭିଯୋଗ ମଧ୍ୟ ଲୋକଙ୍କ ସହ କଥାବାର୍ଭା ସୁବିଚାର କରି ଅଭିଯୋଗର ସମାଧାନ କରିଥ‌ିବା ଖୁସି ଅନୁଭବ କରି ଶ୍ରୀ ନାୟକ ନିଜର ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ବିକାଶ ଖର୍ସେ ଲ, ଅଜିତ ଯୋଶୀ, ସନ୍ତୋଷ ବାଗ, ବିହାରୀ ଲାଲ ଜଗତ, ରମେଶ ଜଗତ ଓ ରମେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ।