Hot Posts

6/recent/ticker-posts

ରାସ୍ତା ଉପରେ ପଡ଼ିରହିଛି ପାଣି ପାଇପ, ଦୁର୍ଘଟଣା ଆଶଙ୍କାରେ ତାଳଦଣ୍ଡା କେନାଲ ପଥ

କଟକ, ୨୫/୦୭ ( କାହୁଁ ଚରଣ ବାରିକ ) : ତାଳଦଣ୍ଡା କେନାଲ ରାସ୍ତାରେ ଦୀର୍ଘ ଦିନ ଧରି ପଡ଼ି ରହିଛି ପାଣି ପାଇପ..ଏହି ରାସ୍ତାରେ ଦୀର୍ଘଦିନ ଧରି ବଡ ବଡ ପାଣି ପାଇପ ପଡିରହିଥିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ଗୁରୁତର ସମସ୍ୟା ସୁଷ୍ଟି ହୋଇଛି.. ବିଶେଷ କରି ରାତ୍ରି ସମୟରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ନଥିବାରୁ କିଛି ରାସ୍ତା ଅନ୍ଧାରରେ ରହୁଛି ଫଳରେ ରାସ୍ତା ଉପରେ ପଡ଼ିଥିବା ପାଇପ ଯୋଗୁଁ ଯାନବାହନ ଚଳାଚଳ ଓ ପଦଚାରିମାନେ ନାନା ଅସୁଭିଧାର ସମ୍ମୁଖୀନ ହେଉଛନ୍ତି... ପ୍ରଶାସନ ଏହା ଉପରେ ଦୁଷ୍ଟି ଦେଇ ଶୀଘ୍ର କାମ ସାରିବାକୁ ଦାବି...