Hot Posts

6/recent/ticker-posts

ORIFOAMS କମ୍ପାନୀ ରେ ଲାଗିଲା ନିଆଁ, ଲକ୍ଷ୍ୟଧିକ ଟଙ୍କା ସମ୍ପତ୍ତି ପୋଡ଼ି ନଷ୍ଟ

କଟକ, ୧୯/୦୬ ( କାହୁଁ ଚରଣ ବାରିକ ) : କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ORIFOAMS କମ୍ପାନୀ ରେ ରାତି ୩ ଘଟିକାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ କୁ ଆୟତକରିବାକୁ ଅଗ୍ନିଶମ ବାହିନୀର ୬ଗୋଟି ଗାଡି ନିୟୋଜିତ। ଅଗ୍ନିକାଣ୍ଡ ରେ ଲକ୍ଷ୍ୟଧିକ ଟଙ୍କା ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।