Hot Posts

6/recent/ticker-posts

ରୁଗ୍ଣ ଅବସ୍ଥାରେ ଓଡ଼ପଡା ଷଣ୍ଡ ଫାର୍ମ, ପୁନରୁଦ୍ଧାର ଦାବି ଜୋରଦାର

କଟକ, ୨୪/୦୬ ( କାହୁଁ ଚରଣ ବାରିକ ) : କଟକ କିଶନନଗର ତହସିଲ ଅଧିନସ୍ତ ଓ଼ଡପଡା ରେ ୨୦ ଏକର ରୁ ଉର୍ଦ୍ଧ ପରିମିତ ଜାଗାରେ ପଶୁ ସମ୍ପଦ ବିଭାଗର ଷଣ୍ଡ ଫାର୍ମ ତଥା ପ୍ରଜଜନ କେନ୍ଦ୍ର ରୁଗ୍ଣ ହୋଇ ପଡିଥିଲା |ସ୍ଥାନୀୟ ଗୋପାଳକ ଏବଂ ବୁଦ୍ଧିଜୀବୀ ମାନେ ଏହି ଷଣ୍ଡ ଫାର୍ମ ର ପୁନଃରୁଦ୍ଧାର କରିବା ପାଇଁ ଦାବି କରିଥିଲେ |ଗୋପାଳଙ୍କ ଆର୍ଥିକ ଉନ୍ନତି ଘଟିବ ଉନ୍ନତ ଧରଣର ଗୋ ଵଂଶ ସୃଷ୍ଟି ହୋଇ ପାରିବେ |