Hot Posts

6/recent/ticker-posts

କଟକ ଶଗଡ଼ିଆ ସାହିରେ ଆରମ୍ଭ ହେଲା ପ୍ରଫେସରପଡା ପ୍ରିମିୟର ଲିଗ୍ ୨୦୨୬

କଟକ, ୨୩/୦୬ ( କାହୁଁ ଚରଣ ବାରିକ ) : କଟକ ଶଗଡ଼ିଆ ସାହି ପ୍ରଫେସର ପଡା ସ୍ଥିତ 'ସଂସ୍କାର ମଣ୍ଡପ' ପଡିଆ ଆନୁକୂଲ୍ୟରେ ଆୟୋଜିତ ହୋଇଯଇଛି. ଯାହା ୨୩ ଜୁନ ଠାରୁ ଆରମ୍ଭ ହୋଇ ୨୮ଜୁନ ପର୍ୟ୍ଯନ୍ତ ଚାଲିବ. #sagadia sahi_ professorpara_ Premier_ League_ 2026 (କ୍ରିକେଟ ଟୁର୍ଣ୍ଣାମେଣ୍ଟ) ରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକ କର୍ମକର୍ତ୍ତା, ସଦସ୍ୟବୃନ୍ଦ, ମୁରବୀ, କ୍ରୀଡ଼ାବିତ୍ ଓ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଆମ ,  *ନବଦୁତ News* ତରଫରୁ ଆନ୍ତରିକ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଉଛି।.