ବାଲୁକା କଳାରେ ବିଶ୍ୱ ମ୍ୟୁଜିକ୍ ଦିବସ
କର୍ଲାମୁଣ୍ଡା, ୨୧/୦୬ (ସୁଶାନ୍ତ ରଣା) : ଆଜି ହେଉଛି ଜୁନ ୨୧ ତାରିଖ ଅର୍ଥାତ ବିଶ୍ୱ ମ୍ୟୁଜିକ୍ ଦିବସ। ଏହି ଉପଲକ୍ଷେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରା.ପ ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳା ରେ ପଶ୍ଚିମ ଓଡିଶା ର ଲୋକ ବାଦ୍ୟ ଢୋଲ, ମହୁରୀ ନିଶାନ, ତାସା ପ୍ରସ୍ତୁତ କରି ସମସ୍ତଙ୍କୁ ବିଶ୍ୱ ମ୍ୟୁଜିକ୍ ଦିବସର ଶୁଭେଚ୍ଛା ଜଣାଇଛନ୍ତି।