କାଳ ବୈଶାଖୀ ର ପ୍ରକୋପ ବିଜୁଳି ତାପରେ କଳିଲା ନଡ଼ିଆଗଛ
ଭଦ୍ରକ, ୦୬/୦୬ ( ମାନସ କୁମାର ସାହୁ ) : ସୂଚନା ମୁତାବିକ-ଭଦ୍ରକ ଜିଲା ଅନ୍ତର୍ଗତ କୋଡ଼ବରୁଆ ପଞ୍ଚାୟତ ପଲିଗ୍ରାମରେ ଗତକାଲି ଏକ ଅଭାବ ଜନିୟ ଘଟଣା ଘଟିଛି।ଗତକାଲି ସନ୍ଧ୍ୟା୪ଟାପରେ ହଠାତ ମାଡିଆସିଲା କାଳ ବୈଶାଖୀ ଯୋଗୁ ଭୟଙ୍କର ଘଡ଼ଘଡି ଶବ୍ଦସହ ଅତ୍ୟଧିକମାତ୍ରା ରେ ବିଜୁଳି ମାରିବା ଫଳରେ ପଲି ଗ୍ରାମରେ ଏକ ବିଶାଳ ନଡ଼ିଆ ଗଛରେ ବିକୁଳି ମାରିବା ତାପରେ ଜଳିଗଲା ଜୀବନ୍ତ ନଡ଼ିଆ ଗଛର ଅଗ୍ରଭାଗ।ନଡ଼ିଆ ଗଛ ରେ ବିଜୁଳି ମାରିବା ଯୋଗୁ ଆଖପାଖ ଘରଲୋକଙ୍କୁ ଭୟାନବ ପରିସ୍ଥିତି ଅନୁଭବ କରିଥିବାର ସୂଚନା।
ସମ୍ବାଦଦାତା-ମାନସ କୁମାର ସାହୁ