ଚଳନ୍ତିକାର ରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ଦମ୍ପତି
ଭଦ୍ରକ, ୦୬/୦୬ ( ମାନସ କୁମାର ସାହୁ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଭଣ୍ଡାରିପୋଖରୀ ସ୍ଥିତ ମାଲଦା ବାଜାର ନିକଟରେ ଏକ ଚଳନ୍ତିକାର ରେ ହଠାତ ନିଆ ଲାଗିଯିବା ଫଳରେ କାରରେ ଥିବା ଦମ୍ପତି ଅଳ୍ପେକେ ବର୍ତିଲେ।ସୂଚନା ପାଇ ନିକଟ ଅଗ୍ନିସମ ବାହିନୀ ଘଟଣା ସ୍ଥଳେ ପହଂଚି ନିଆଁ କୁ ଆୟତ୍ତ କରିଥିବା ର ସୂଚନା ମିଳିଛି
ସମ୍ବାଦଦାତା-ମାନସ କୁମାର ସାହୁ