Hot Posts

6/recent/ticker-posts

ଗୁରୁତର ରୋଗୀକୁ ମଧ୍ୟ କଲେନି ଚିକିତ୍ସା ,ବାରଣ୍ଡା ଚ୍ୟାରରେ ବସି ଚାଲିଗଲା ଜୀବନ ।

କଳାହାଣ୍ଡି, ୧୭/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଚିକିତ୍ସା ପାଇଁ ଆସିଥିବା ଏମର୍ଜେନ୍ସି ରୋଗୀ ଙ୍କୁ ବେଡ୍ ମିଳିଲା ନାହିଁ ।ଚ୍ୟାର ରେ ବସି ବସି ଚାଲିଗଲା ଜୀବନ । ଚେୟାର ରେ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ଚେୟାର ହିଁ ମୃତୁ ଘଟିଛି । ଚିକିତ୍ସା ଅବହେଳା ବିକଲ ଚିତ୍ର ଦେଖିବାକୁ ମିଳୁଛି।କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ରେ । ଭବାନିପାଟଣା ସଦର ଥାନା ଅନ୍ତର୍ଗତ ଭିକାଝରନ ଗାଁ ର ରୋହିତ ଶବର (୩୧) ଗୁରୁତର ଅବସ୍ଥା ରେ ଭବାନିପାଟଣା ଜିଲ୍ଳା ଚିକିତ୍ସାଲୟ ରେ ଚିକିତ୍ସିତ ହେଉଥିଲେ ।ଚିକିତ୍ସା ଅବହେଳା ଆଉ ଗୁରୁତର ରୋଗୀଙ୍କୁ ମଧ୍ୟ ଦାୟିତ୍ବହୀନତା ଅବହେଳା କାରଣ ରୁ ଜୀବନ ଯାଇଛି ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ