Hot Posts

6/recent/ticker-posts

କଟକରେ_କାଳବୈଶାଖୀର_ତାଣ୍ଡବ.

କଟକ, ୦୭/୦୬ ( କାଁହୁ ଚରଣ ବାରିକ ) : ଗତ କାଲି କାଳବୈଶାଖୀର ପ୍ରଭାବ ଭୁବନେଶ୍ୱର ରେ ଅନେକ ସ୍ଥାନ ରେ ତାଣ୍ଡବ ରଚିଥିଲା. ଆଜି ମଧ୍ୟ୍ୟ କଟକ ରେ ତାର ପ୍ରଭାବ ଦେଖିବାକୁ ମିଳିଛି.କଟକ ସହରରେ କାଳବୈଶାଖୀର ପ୍ରଭାବ ଜୋରଦାର ପ୍ରବଳ ଘଡ଼ଘଡ଼ି ଓ ପବନ ସହ ମୁଷଳଧାରା ବର୍ଷା ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ରାସ୍ତାଘାଟ ଅବରୋଧ ଯାତାୟାତ ବ୍ୟବସ୍ଥା ପ୍ରଭାବିତ, ଲୋକେ ହଇରାଣ କିଛି ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ପ୍ରଶାସନ ପକ୍ଷରୁ ରାସ୍ତାରୁ ଗଛ ହଟାଇବା କାର୍ଯ୍ୟ ଜାରି. ବର୍ତ୍ତମାନ ର କାଳବୈଶାଖୀ ବର୍ଷା ରେ କଟକ ବିଦ୍ୟାଧରପୁର ସିଦ୍ଧେଶ୍ୱର ମନ୍ଦିରରେ ଥିବା ପୁରାତନ ଅଶ୍ୱତ୍ଥ ଗଛ ଭାଙ୍ଗିବା ଫଳରେ ୩ଟି ଦୋକାନ କ୍ଷତିଗ୍ରସ୍ତ ହଵା ସହ ଯାତାୟତ ଓ ଯୋଗାଯୋଗ ବାଧାପ୍ରାପ୍ତ ହେଇଛି.

କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ 
ନବଦୂତnews